ଛାତ୍ର-ଛାତ୍ରୀଙ୍କ ମଙ୍ଗଳାର୍ଥେ

ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଯୋଗ୍ୟତା-ତଥା-ଦାରିଦ୍ର୍ୟ ବୃତ୍ତି ବ୍ୟବସ୍ଥା
ସମଗ୍ର ପରିବାରର ବାର୍ଷିକ ଆୟ ଟ.୨୪୦୦.୦୦ଙ୍କା ରୁ ଅଧିକ ହୋଇ ନ ଥିବା ତଥା ଓଡିଶା ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ମାଧ୍ୟମିକ ଶିକ୍ଷା ବୋର୍ଡ୍‌ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍‌) ପରୀକ୍ଷାରେ ଶତକଡା ୬୦ କିମ୍ବା ତଦ୍ଦୁର୍ଧ୍ୱ କିମ୍ବା କେବଳ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ |