ପରୀକ୍ଷା ଫଳାଫଳ

ରିପୋର୍ଟ କାର୍ଡ: ୨୦୧୮

ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା – ୧୬୦
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା – ୧୧୬

ପରୀକ୍ଷା ଫଳାଫଳ

ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା – ୧୬୦
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା – ୧୧୬

ବୈଦ୍ୟୁତିକ ଇଞ୍ଜିନିୟରିଂ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୩୭
ବୈଦ୍ୟୁତିକ ଇଞ୍ଜିନିୟରିଂ ବିଭାଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୨୫
ସର୍ବାଧିକ ୬୬୩ ନମ୍ବର ରଖିଥିବା ଛାତ୍ର-ଜଗଦୀଶ ସାହୁ

ଯାନ୍ତ୍ରୀକ ଇଞ୍ଜିନିୟରିଂ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୩୯
ଯାନ୍ତ୍ରୀକ ଇଞ୍ଜିନିୟରିଂ ବିଭାଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୩୨
ସର୍ବାଧିକ ୬୪୦ ନମ୍ବର ରଖିଥିବା ଛାତ୍ର-ସର୍ବେଶ୍ୱର ଜେନା

ଧାତୁ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୨୪
ଧାତୁ ବିଜ୍ଞାନ ବିଭାଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୧୩
ସର୍ବାଧିକ ୬୨୨ ନମ୍ବର ରଖିଥିବା ଛାତ୍ର-ଅଭିନୟ କରନ

ସିଭିଲ୍‌ ଇଞ୍ଜିନିୟରିଂ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୩୭
ସିଭିଲ୍‌ ଇଞ୍ଜିନିୟରିଂ ବିଭାଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ଛାତ୍ର-ଛାତ୍ରୀ ସଂଖ୍ୟା-୩୦

ପାସ୍‌ ହାର-୭୨.୫%